Police Commissionerate

Bhubaneswar–Cuttack

Shri Mohan Charan Majhi
Hon’ble Chief Minister, Odisha
What’s New
Promulgation of Order U/s- 28 & 29 of OUP Act. x Minutes of the meeting for opening of quotation papers as per quotation call notice issued vide Police Commissionerate No.1419/1420, Dt.04.07.2025 for engagement of tax consultant in respect of Police Commissionerate, Bhubaneswar -Cuttack. x ଏତଦ୍ୱାରା ଭୁବନେଶ୍ଵର ସହରାଞ୍ଚଳ ଗୃହରକ୍ଷୀ ନିଯୁକ୍ତିର ଲିଖିତ ପରୀକ୍ଷାରେ କୃତୀ ହୋଇଥିବା ସମସ୍ତ ଆବେଦନ‌କାରୀଙ୍କୁ ଜଣାଇ ଦିଆଯାଉଛି କି, ସେମାନେ ସେମାନଙ୍କ ବୈଷୟିକ ଦକ୍ଷତା ପରୀକ୍ଷା ଦିଆଯାଇଥିବା ତାରିଖ, ସମୟ ଓ ସ୍ଥାନରେ ଉପସ୍ଥିତ ରହିବ ପାଇଁ ଅନୁରୋଧ I x ଏତଦ୍ୱାରା ଭୁବନେଶ୍ଵର ସହରାଞ୍ଚଳ ଗୃହରକ୍ଷୀ ନିଯୁକ୍ତିର ଲିଖିତ ପରୀକ୍ଷାରେ କୃତୀ ହୋଇଥିବା ସମସ୍ତ ଆବେଦନ‌କାରୀଙ୍କୁ ଜଣାଇ ଦିଆଯାଉଛି କି, ସେମାନେ ସେମାନଙ୍କ ବୈଷୟିକ ଦକ୍ଷତା ପରୀକ୍ଷା ଦିଆଯାଇଥିବା ତାରିଖ, ସମୟ ଓ ସ୍ଥାନରେ ଉପସ୍ଥିତ ରହିବ ପାଇଁ ଅନୁରୋଧ I x ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ଗୃହରକ୍ଷୀ ଚୟନ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷାରେ କୃତୀ ହୋଇଥିବା ସମସ୍ତ ଆବେଦନକାରୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ପାଇଁ ସେମାନେ ଆସନ୍ତା ତା ୧୬.୦୭.୨୦୨୫ ରିଖ ଦିନ ସକାଳ ୭ଟା ସମୟରେ ” ୭ମ ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ, ଭୁବନେଶ୍ୱର” ( OSAP 7th Bn ., Bhubaneswar ) ଠାରେ ଉପସ୍ଥିତ ହେବା ପାଇଁ ଅନୁରୋଧ I x
May 17, 2026

୧୭ ମଇ ୨୦୨୬ ରେ ଭି. ଏସ୍. ଏସ୍. ନଗର ଦୁର୍ଗା ପୂଜା ମଣ୍ଡପରେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ଅତିଥି ଭାବେ ଯୋଗ ଦେଇଥିଲେ ରେଡକ୍ରସ୍ ଆଞ୍ଚଳିକ ଶାଖା ର ଅଧ୍ୟକ୍ଷ ତଥା ପୋଲିସ କମିଶନର ଡ଼ ଏସ୍ ଦେବଦତ୍ତ ସିଂହ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ସୈ।ମେଦ୍ର ପ୍ରିୟଦର୍ଶୀ, ପୁର୍ବତନ ସାଂସଦ ତଥା ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୈ।ମ୍ୟରଞ୍ଜନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପ୍ରଭାସିନୀ ମହାନ୍ତି, ପୋଲିସ କମିଶନରେଟ ରେଡକ୍ରସ୍ ର ଯୁଗ୍ମ -ସମ୍ପାଦକ ଶ୍ରୀଯୁକ୍ତ ମାନସ ରଞ୍ଜନ ଗଡ଼ନାୟକ, କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଶ୍ରୀମତୀ ସୋନାଲି ମହାନ୍ତି, ଶ୍ରୀଯୁକ୍ତ ରୂଷୀ ପଟ୍ଟନାୟକ, ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦ ର ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୋରୁପ କୁମାର ଦାସ । ରକ୍ତଦାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଭି ଏସ୍ ଏସ୍ ନଗର ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ତଥା ପୋଲିସ କମିଶନରେଟ ରେଡକ୍ରସ୍ ର କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଦିଲ୍ଲୀପ ଦାଶଶର୍ମା, ଏସ୍ ଆଇ ଶିବାନୀ ନନ୍ଦ, ଆଖଣ୍ଡଳମଣି ଯୁବକ ସଂଘର ସଭାପତି ମନୋଜ କୁମାର ସାହୁ ଓ ସମ୍ପାଦକ ସଞ୍ଜୟ କୁମାର ସ୍ୱାଇଁ । ଏହି ଶିବିରରେ ମୋଟ ୫୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

📅 19 Jan 2025

Commissionerate Police

📅 19 Feb 2025

Commissionerate Police

📅 19 Mar 2025

Training on Women Safety

📅 19 Apr 2025

Women Safety

📅 May 2025

DIGITAL ARREST

bhubaneswarcuttackpolice.gov.in

You are about to proceed to an external website.

wpChatIcon