Police Commissionerate

Bhubaneswar–Cuttack

Shri Mohan Charan Majhi
Hon’ble Chief Minister, Odisha

ଆଗାମୀ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ୦୧.୦୯.୨୦୨୫ ତାରିଖରେ କମିଶନରେଟ୍ ପୋଲିସ ମୁଖ୍ୟାଳୟଠାରେ ସମସ୍ତ ପୂଜା କମିଟି ସଦସ୍ୟ ତଥା ବିଭିନ୍ନ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂଜା/ଭସାଣି ସମୟରେ ଭିଡ଼ ପରିଚାଳନା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ସିସିଟିଭି କ୍ୟାମେରା ସ୍ଥାପନ ଏବଂ ପୂଜା କମିଟିଗୁଡ଼ିକର ସହଯୋଗ ଉପରେ ଆଲୋଚନା ହୋଇଥିଲା ।

bhubaneswarcuttackpolice.gov.in

You are about to proceed to an external website.

wpChatIcon