Police Commissionerate

Bhubaneswar–Cuttack

Shri Mohan Charan Majhi
Hon’ble Chief Minister, Odisha

ଦୈତ୍ଵନଗରୀରେ କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧର ମାତ୍ରାକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ମୁଖ୍ୟାଳୟ ଠାରେ ପୋଲିସ ଅଧିକାରୀଙ୍କୁ ଡିଜିଟାଲ ଆର୍ଥିକ ଠକେଇ ମାମଲାର ଚିହ୍ନଟ, ତ୍ଵରିତ ତଦନ୍ତ ଏବଂ ତଦନ୍ତକାରୀ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ନିରାକରଣ ଦ୍ଵାରା ସାଇବର ଅପରାଧକୁ ରୋକିବା ପ୍ରୟାସକୁ ସଶକ୍ତ ପାଇଁ ଏକ ଦୁଇ ଦିନିଆ ବୃତ୍ତିଗତ କର୍ମଶାଳା ତା ୩୦ ରୁ ୩୧ ରିଖ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାକୁ ଅତିରିକ୍ତ ଆରକ୍ଷୀ ଆୟୁକ୍ତ ଶ୍ରୀ ନରସିଂହ ଭୋଳ ଉଦ୍ଘାଟନ କରିଥିଲେ ଓ ଆରକ୍ଷୀ ଆୟୁକ୍ତ ଡ. ସୁରେଶ ଦେବଦତ୍ତ ସିଂହ ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

bhubaneswarcuttackpolice.gov.in

You are about to proceed to an external website.

wpChatIcon