Police Commissionerate

Bhubaneswar–Cuttack

Shri Mohan Charan Majhi
Hon’ble Chief Minister, Odisha

INASL-2023 ପ୍ରଥମ ଦିନରେ ଆକର୍ଷଣ ସାଜିଥିଲେ ପୋଲିସ କର୍ମଚାରୀ ଯକୃତ ବା ଲିଭର୍ ବାବଦରେ ଶିକ୍ଷା ପାଇଁ । ଇଣ୍ଡିଆନ୍ ନ୍ୟାସନାଲ୍ ଆସୋସିଏସନ୍ ଷ୍ଟଡି ଅଫ୍ ଲିଭର ଦ୍ଵାରା ଅଗଷ୍ଟ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସଂଘର ୩୧ ତମ ବାର୍ଷିକ ସମାରୋହ ଭୁବନେଶ୍ୱର ର ହୋଟେଲ ମେ-ଫେୟାର ଲାଗୁନ୍ ପରିସରରେ ଆୟୋଜିତ ହେଉଥିବା ଏହି ସମାବେଶ ରେ ଦେଶ ବିଦେଶରୁ ବହୁ ଲୋକ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ପ୍ରଥମ ଦିନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୩୦୦ରୁ ଅଧିକ ପୋଲିସ କର୍ମୀ ଏବଂ ବରିଷ୍ଠ ଡାକ୍ତରଙ୍କ ଦ୍ଵାରା ସେମାନଙ୍କ ଲିଭର୍ ସୁରକ୍ଷା ନେଇ କର୍ମଶାଳା । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅନୁଷ୍ଠାନ ର ଏଭଳି ମହତ କାର୍ଯ୍ୟକୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ ।

bhubaneswarcuttackpolice.gov.in

You are about to proceed to an external website.

wpChatIcon